ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୁଡ଼ାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୁଡ଼ାଇବା   କ୍ରିୟାପଦ

ଅର୍ଥ : ଛୁରୀ,ତଲୱାର ଆଦି ଅସ୍ତ୍ରଗୁଡିକୁ ଗରମକରି କୌଣସି ବିଷାକ୍ତ ତରଳ ପଦାର୍ଥରେ ରଖିବା ଫଳରେ ତା ଧାରରେ ବିଷ ଚଢ଼ିଯିବା

ଉଦାହରଣ : ଶିକାରୀ ଶିକାର କରିବାପାଇଁ ଅସ୍ତ୍ରଗୁଡ଼ିକ ବିଷରେ ବୁଡ଼ାଉଛି

ସମକକ୍ଷ : ନିମଜ୍ଜିତ କରାଇବା, ମଜ୍ଜିତକରାଇବା

छुरी,तलवार आदि शस्त्रों के फलों को तपाकर किसी विषैले तरल पदार्थ में डालना ताकि फल पर जहर की परत चढ़ जाए।

शिकारी आखेट करने के लिए शस्त्रों को जहर में बुझा रहा है।
बुझाना

ଅର୍ଥ : ପାଣି ବା କୌଣସି ତରଳ ପଦାର୍ଥରେ ବୁଡ଼େଇବା

ଉଦାହରଣ : ସ୍ୱାମୀଜୀ ପାଣି ପିଇବାପାଇଁ ନଦୀରେ କମଣ୍ଡଳୁ ବୁଡ଼ାଇଲେ

ସମକକ୍ଷ : ଡୁବେଇବା, ବୁଡ଼େଇବା

पानी या किसी द्रव पदार्थ में डालना।

स्वामीजी ने पानी पीने के लिए कमंडल नदी में डुबाया।
डुबाना, डुबोना, बुड़ाना, बोरना

Immerse briefly into a liquid so as to wet, coat, or saturate.

Dip the garment into the cleaning solution.
Dip the brush into the paint.
dip, douse, dunk, plunge, souse