ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଜ୍ଜିତକରାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଜ୍ଜିତକରାଇବା   କ୍ରିୟାପଦ

ଅର୍ଥ : ଛୁରୀ,ତଲୱାର ଆଦି ଅସ୍ତ୍ରଗୁଡିକୁ ଗରମକରି କୌଣସି ବିଷାକ୍ତ ତରଳ ପଦାର୍ଥରେ ରଖିବା ଫଳରେ ତା ଧାରରେ ବିଷ ଚଢ଼ିଯିବା

ଉଦାହରଣ : ଶିକାରୀ ଶିକାର କରିବାପାଇଁ ଅସ୍ତ୍ରଗୁଡ଼ିକ ବିଷରେ ବୁଡ଼ାଉଛି

ସମକକ୍ଷ : ନିମଜ୍ଜିତ କରାଇବା, ବୁଡ଼ାଇବା

छुरी,तलवार आदि शस्त्रों के फलों को तपाकर किसी विषैले तरल पदार्थ में डालना ताकि फल पर जहर की परत चढ़ जाए।

शिकारी आखेट करने के लिए शस्त्रों को जहर में बुझा रहा है।
बुझाना