ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡୁବେଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡୁବେଇବା   କ୍ରିୟାପଦ

ଅର୍ଥ : ପାଣି ବା କୌଣସି ତରଳ ପଦାର୍ଥରେ ବୁଡ଼େଇବା

ଉଦାହରଣ : ସ୍ୱାମୀଜୀ ପାଣି ପିଇବାପାଇଁ ନଦୀରେ କମଣ୍ଡଳୁ ବୁଡ଼ାଇଲେ

ସମକକ୍ଷ : ବୁଡ଼ାଇବା, ବୁଡ଼େଇବା

पानी या किसी द्रव पदार्थ में डालना।

स्वामीजी ने पानी पीने के लिए कमंडल नदी में डुबाया।
डुबाना, डुबोना, बुड़ाना, बोरना

Immerse briefly into a liquid so as to wet, coat, or saturate.

Dip the garment into the cleaning solution.
Dip the brush into the paint.
dip, douse, dunk, plunge, souse