ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୁଲାଣି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୁଲାଣି   ବିଶେଷ୍ୟ

ଅର୍ଥ : ଯେଉଁ ସ୍ଥାନରୁ ରାସ୍ତା ଅନ୍ୟ ଆଡ଼କୁ ମୋଡ଼େ

ଉଦାହରଣ : ଆଗ ମୋଡ଼ରୁ ଏହି ରାସ୍ତା ସିଧା ସମୁଦ୍ର ଆଡ଼କୁ ଯାଇଛି

ସମକକ୍ଷ : ବାଙ୍କ, ମୋଡ଼

वह स्थान जहाँ से रास्ता किसी ओर को मुड़ता हो।

आगे के मोड़ से यह रास्ता सीधे समुद्र की ओर जाता है।
घुमाव, मोड़

Curved segment (of a road or river or railroad track etc.).

bend, curve

ଅର୍ଥ : ରାସ୍ତାର ବୁଲାବୁଲି

ଉଦାହରଣ : ଏହି ରାସ୍ତା ବଡ ବୁଲାଣି ପଡିବ

रास्ते का घुमाव-फिराव।

इस रास्ते में बहुत चक्कर पड़ेगा।
चक्कर

The property possessed by the curving of a line or surface.

curvature, curve

ଅର୍ଥ : ଘୁରିବାର ପ୍ରକ୍ରିୟା,ଅବସ୍ଥା ବା ଭାବ

ଉଦାହରଣ : ଏହି ରାସ୍ତାରେ ବହୁତ ଅଧିକ ବୁଲାଣି ଅଛି

ସମକକ୍ଷ : ବାଙ୍କ, ମୋଡ଼

घूमने या घुमाने की क्रिया या भाव।

इतने घुमाव के बाद भी हम मंजिल तक नहीं पहुँचे।
घुमाव, घुमाव-फिराव, पेंच, पेच

The act of rotating rapidly.

He gave the crank a spin.
It broke off after much twisting.
spin, twirl, twist, twisting, whirl

ଅର୍ଥ : କୌଣସି ରାସ୍ତା ଆଦିର ଯେଉଁ ଅଂଶଦେଇ ଲୋକେ ଅନ୍ୟଆଡ଼କୁ ଯାଆନ୍ତି ବା ଦିଗ ବଦଳାନ୍ତି

ଉଦାହରଣ : ବୁଲାଣି ବୁଲିଲାବେଳେ ମହେଶ ମୋତେ ଦେଖିଲା

ସମକକ୍ଷ : ବଙ୍କାଣି, ବାଙ୍କ

किसी रास्ते आदि का वह छोर जिससे होकर लोग किसी ओर जाते या मुड़ते हैं।

नाके पर मुड़ते ही मुझे महेश मिल गया।
नाका, मुहाना

The intersection of two streets.

Standing on the corner watching all the girls go by.
corner, street corner, turning point

ବୁଲାଣି   ବିଶେଷଣ

ଅର୍ଥ : ଯେଉଁଥିରେ ମୋଡ଼ ଅଛି

ଉଦାହରଣ : ଆମେ ଗୋଟିଏ ବୁଲାଣି ରାସ୍ତାଦେଇ ପଡ଼ିଆରେ ପହଞ୍ଚିଲୁ

ସମକକ୍ଷ : ବାଙ୍କ, ମୋଡ଼