ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନଦୀର ମୋଡ଼
ଉଦାହରଣ : ବହୁତ ଆଗରେ ଏହି ନଦୀ ବାଙ୍କଠାରେ ବହୁତ ଚଉଡ଼ା
ସମକକ୍ଷ : ନଈବାଙ୍କ
नदी का मोड़।
ଅର୍ଥ : ବଙ୍କାହେବାର ଅବସ୍ଥା ବା ଭାବ
ଉଦାହରଣ : କାରିଗରଟି ତାରର ବକ୍ରତା ଦୂର କରୁଥିଲା
ସମକକ୍ଷ : ବକ୍ରତା
टेढ़े होने की अवस्था या भाव।
The property possessed by the curving of a line or surface.
ଅର୍ଥ : ଘର, ଗଳି ଅଥବା ବାଟରେ ଆଗକୁ ବାହାରିଥିବା କୋଣ
ଉଦାହରଣ : ଚାରିଛକର ମୋଡ଼ରେ ଠିଆ ହୋଇଥିବା ପିଲାଟିକୁ ଟ୍ରକ ଧକାଦେଲା
मकान,गली अथवा मार्ग पर आगे की ओर निकला हुआ कोना।
The intersection of two streets.
ଅର୍ଥ : ଯେଉଁ ସ୍ଥାନରୁ ରାସ୍ତା ଅନ୍ୟ ଆଡ଼କୁ ମୋଡ଼େ
ଉଦାହରଣ : ଆଗ ମୋଡ଼ରୁ ଏହି ରାସ୍ତା ସିଧା ସମୁଦ୍ର ଆଡ଼କୁ ଯାଇଛି
ସମକକ୍ଷ : ବୁଲାଣି, ମୋଡ଼
वह स्थान जहाँ से रास्ता किसी ओर को मुड़ता हो।
Curved segment (of a road or river or railroad track etc.).
ଅର୍ଥ : ଘୁରିବାର ପ୍ରକ୍ରିୟା,ଅବସ୍ଥା ବା ଭାବ
ଉଦାହରଣ : ଏହି ରାସ୍ତାରେ ବହୁତ ଅଧିକ ବୁଲାଣି ଅଛି
घूमने या घुमाने की क्रिया या भाव।
The act of rotating rapidly.
ଅର୍ଥ : କୌଣସି ରାସ୍ତା ଆଦିର ଯେଉଁ ଅଂଶଦେଇ ଲୋକେ ଅନ୍ୟଆଡ଼କୁ ଯାଆନ୍ତି ବା ଦିଗ ବଦଳାନ୍ତି
ଉଦାହରଣ : ବୁଲାଣି ବୁଲିଲାବେଳେ ମହେଶ ମୋତେ ଦେଖିଲା
ସମକକ୍ଷ : ବଙ୍କାଣି, ବୁଲାଣି
किसी रास्ते आदि का वह छोर जिससे होकर लोग किसी ओर जाते या मुड़ते हैं।
ଅର୍ଥ : ଯେଉଁଥିରେ ମୋଡ଼ ଅଛି
ଉଦାହରଣ : ଆମେ ଗୋଟିଏ ବୁଲାଣି ରାସ୍ତାଦେଇ ପଡ଼ିଆରେ ପହଞ୍ଚିଲୁ
ସଂସ୍ଥାପନ କରନ୍ତୁ