ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୁଲାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୁଲାଇବା   କ୍ରିୟାପଦ

ଅର୍ଥ : ବୁଲିବାରେ ପ୍ରବୃତ୍ତ କରିବା ବା ଚାରିପାଖ ବୁଲାଇବା

ଉଦାହରଣ : ଗାଇଡ଼ ଆମକୁ ସାରା ସହର ବୁଲାଇଲେ

ସମକକ୍ଷ : ବୁଲାବୁଲି କରାଇବା

घूमने में प्रवृत्त करना या चारों और फिराना।

गाइड ने हमें सारा शहर घुमाया।
घुमाना, घुमाना-फिराना, सैर कराना

ଅର୍ଥ : ଜଣଜଣ କରି ସମସ୍ତଙ୍କ ସାମନାରେ ଉପସ୍ଥିତ କରିବା

ଉଦାହରଣ : ରାମୁ ସଭାରେ ପାନ ବୁଲାଉଥିଲା

एक-एक करके सबके सामने उपस्थित करना।

रामू महफ़िल में पान फेर रहा है।
घुमाना, फिराना, फेरना

ଅର୍ଥ : ପବନ ଖୁଆଇବା

ଉଦାହରଣ : ସେ ପ୍ରତିଦିନ ସକାଳ ସଂଧ୍ୟାରେ ନିଜ କୁକୁରକୁ ବୁଲାଏ

ସମକକ୍ଷ : ଟହଲାଇବା

हवा खिलाना।

वह रोज़ सुबह-शाम अपने कुत्ते को घुमाता है।
घुमाना, टहलाना, फिराना, सैर कराना

Make walk.

He walks the horse up the mountain.
Walk the dog twice a day.
walk

ଅର୍ଥ : ଦିଗ ପରିବର୍ତ୍ତନ କରିବା

ଉଦାହରଣ : ରାସ୍ତା ବଦଳାଇବାପାଇଁ ଡ୍ରାଇଭର କାରକୁ ମୋଡ଼ିଲେ

ସମକକ୍ଷ : ମୋଡ଼ିବା

दिशा परिवर्तित करना।

मार्ग बदलने के लिए ड्राइवर ने कार घुमाई।
उलटना, घुमाना, पलटना, मोड़ना

Change orientation or direction, also in the abstract sense.

Turn towards me.
The mugger turned and fled before I could see his face.
She turned from herself and learned to listen to others' needs.
turn

ଅର୍ଥ : ଗୋଟିଏ ପାଖରୁ ଅନ୍ୟ ପାଖକୁ ସ୍ପର୍ଶକରି ନେଇଯିବା

ଉଦାହରଣ : ମାଆ ତା ପିଲାର ପିଠିରେ ହାତ ବୁଲାଉଛି

ସମକକ୍ଷ : ଘୁରାଇବା

एक ओर से दूसरी ओर स्पर्श करते हुए ले जाना।

माँ अपने बच्चे की पीठ पर हाथ फेर रही है।
फिराना, फेरना

ଅର୍ଥ : ପବନରେ ଏପଟ ସେପଟ ହଲିବା

ଉଦାହରଣ : ପ୍ରତିଦ୍ୱନ୍ଦୀ ଆଘାତ କରିବା ପୂର୍ବରୁ ଖଣ୍ଡା ବୁଲାଉଥିଲେ

ସମକକ୍ଷ : ଘୂରାଇବା, ଚଲାଇବା

हवा में इधर-उधर हिलाना।

प्रतिद्वन्द्वी वार करने से पहले तलवार घुमा रहे हैं।
घुमाना, नचाना

Move or swing back and forth.

She waved her gun.
brandish, flourish, wave