ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘୁରାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘୁରାଇବା   କ୍ରିୟାପଦ

ଅର୍ଥ : ଘୁରାଇବା ବା ମୋଡ଼ିବା

ଉଦାହରଣ : ଭୁଲ୍‌ କରିବା ଯୋଗୁଁ ଗୁରୁଜୀ ନୀରଜର କାନ ମୋଡ଼ିଲେ

ସମକକ୍ଷ : ମୋଡ଼ିବା

घुमाव या बल देना।

अध्यापक जी ने गलती करने पर नीरज का कान मरोड़ा।
अमेठना, उमेठना, उमेड़ना, ऐंठना, घुमाना, मरोड़ना

Turn like a screw.

screw

ଅର୍ଥ : ଗୋଟିଏ ପାଖରୁ ଅନ୍ୟ ପାଖକୁ ସ୍ପର୍ଶକରି ନେଇଯିବା

ଉଦାହରଣ : ମାଆ ତା ପିଲାର ପିଠିରେ ହାତ ବୁଲାଉଛି

ସମକକ୍ଷ : ବୁଲାଇବା

एक ओर से दूसरी ओर स्पर्श करते हुए ले जाना।

माँ अपने बच्चे की पीठ पर हाथ फेर रही है।
फिराना, फेरना