ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚତୁର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚତୁର   ବିଶେଷ୍ୟ

ଅର୍ଥ : ଅତି ଚତୁର ଲୋକ

ଉଦାହରଣ : ଅନ୍ୟର ସମ୍ପତ୍ତି ହଡ଼ପ କରିବା ମୋହନଭଳି ଧୂର୍ତ୍ତଠାରୁ ଶିଖାଯାଇପାରେ

ସମକକ୍ଷ : ଧୂର୍ତ୍ତ

अत्यंत चतुर मनुष्य।

दूसरों की सम्पत्ति हड़पना कोई मोहन जैसे घाघ से सीखे।
घाघ

ଚତୁର   ବିଶେଷଣ

ଅର୍ଥ : ଚତୁରତାର ସହିତ କାମକରୁଥିବା

ଉଦାହରଣ : ଚାଲାକ ପୋଲିସ ଅଫିସର ଏକ ଅପରାଧୀ ଦଳକୁ ଧରିଲେ

ସମକକ୍ଷ : ଚାଲାକ, ବୁଦ୍ଧିମାନ, ସିଆଣିଆ

चतुराई से काम करने वाला।

चालाक पुलिस अफसर ने अपराधियों के एक गिरोह को पकड़ा।
अमूक, अमूढ़, अमूर, आगर, खुर्राट, घूना, चंट, चतुर, चालाक, पटु, पृथुदर्शी, प्रगल्भ, बाँकुरा, सयाना, स्याना, होशियार

Mentally quick and resourceful.

An apt pupil.
You are a clever man...you reason well and your wit is bold.
apt, clever