ଅର୍ଥ : ହାତ ବା ଯନ୍ତ୍ରରେ କିଛି ସୂତା ତଳ ଉପର କରି କୌଣସି ବସ୍ତୁ ତିଆରି କରିବା
ଉଦାହରଣ :
ସୀତା ତା ପିଲାପାଇଁ ଗୋଟିଏ ସୋଏଟର ବୁଣୁଛି
ଅର୍ଥ : କପାର ରେଶମ ଅଲଗା ଅଲଗା କରିବା
ଉଦାହରଣ :
ମୁଲିଆ କପା ବୁଣୁଛି
ଅର୍ଥ : ଫସଲ ଉପୁଜାଇବାପାଇଁ ଖେତରେ ମଞ୍ଜି ଛାଟିବା ବା ଫିଙ୍ଗିବା
ଉଦାହରଣ :
କୃଷକଟି ଖେତରେ ଧାନ ବୁଣୁଛି
ସମକକ୍ଷ : ବପନ କରିବା
ଅର୍ଥ : ହାତଦ୍ୱାରା ଖେତରେ ମଞ୍ଜିକୁ ଛାଟି ବା ଫିଙ୍ଗି ବୁଣିବା
ଉଦାହରଣ :
କୃଷକଟି ଖେତରେ ମଞ୍ଜି ବୁଣୁଛି
ସମକକ୍ଷ : ଛାଟିବା, ବପନକରିବା, ବିକ୍ଷିପ୍ତକରିବା
ଅର୍ଥ : ବୁଣିବା କାର୍ଯ୍ୟ କରିବା
ଉଦାହରଣ :
ମୁଁ ଖେତରେ ବିହନ ବୁଣୁଥିଲି
ଅର୍ଥ : ଏପାଖ ସେପାଖ ଖେଳେଇବା
ଉଦାହରଣ :
ଶିକାରୀ ଗଛ ତଳେ ଦାନା ବୁଣିଲେ
ସମକକ୍ଷ : ଖେଳେଇବା, ଛିଞ୍ଚିବା, ବିକୀର୍ଣ୍ଣ କରିବା
ଅର୍ଥ : କୌଣସି କଥାର ସୂତ୍ରପାତ କରିବା
ଉଦାହରଣ :
ଛାଡ଼ପତ୍ର ଦେଇଥିବା ମହିଳା ନିଜ ପିଲା ମନରେ ସେମାନଙ୍କର ବାପ ପ୍ରତି ଘୃଣାର ବୀଜ ବୁଣିଲା