ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛିଞ୍ଚିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛିଞ୍ଚିବା   କ୍ରିୟାପଦ

ଅର୍ଥ : କୌଣସି ଜିନିଷ ଉପରେ ଚୁର୍ଣ୍ଣଆଦି ଛିଞ୍ଚିବା

ଉଦାହରଣ : ଚିକିତ୍ସକ ଘାଆ ଉପରେ ଔଷଧ ଛିଞ୍ଚୁଛନ୍ତି

चूर्ण आदि किसी चीज़ के ऊपर डालना।

चिकित्सक घाव पर दवा बुरक रहा है।
छिड़कना, बुरकना, भुरकना, भुरभुराना

Distribute loosely.

He scattered gun powder under the wagon.
disperse, dot, dust, scatter, sprinkle

ଅର୍ଥ : ପାଣିଆଦିର ଛିଟା ମାରିବା

ଉଦାହରଣ : କୃଷକ ଜମିରେ ଔଷଧ ଛିଞ୍ଚୁଛନ୍ତି

पानी आदि के छींटे डालना।

किसान खेत में दवा छिड़क रहा है।
छिड़कना, छिड़काव करना, छींटना

Cause (a liquid) to spatter about, especially with force.

She splashed the water around her.
splash, splosh, sprinkle

ଅର୍ଥ : ଏପାଖ ସେପାଖ ଖେଳେଇବା

ଉଦାହରଣ : ଶିକାରୀ ଗଛ ତଳେ ଦାନା ବୁଣିଲେ

ସମକକ୍ଷ : ଖେଳେଇବା, ବିକୀର୍ଣ୍ଣ କରିବା, ବୁଣିବା

ଅର୍ଥ : ପାଣିକୁ ଛିଟିକାଇବା

ଉଦାହରଣ : ଧୂଳି ନ ଉଡ଼ିବାପାଇଁ ମଙ୍ଗୁଳି ତାଙ୍କ ଦୁଆରମୁହଁ ଗଳିରେ ପାଣି ଛିଞ୍ଚୁଛି

ସମକକ୍ଷ : ଛିଟିକାଇବା, ଛିଡ଼ିକାଇବା, ସିଞ୍ଚିବା, ସେଚନକରିବା

पानी का छिड़काव करना।

धूल न उड़े इसलिए मंगली अपने दरवाज़े से बाहर गली में पानी सींच रही है।
छिड़कना, सींचना