ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛାଟିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛାଟିବା   କ୍ରିୟାପଦ

ଅର୍ଥ : ଚାରିଆଡ଼କୁ ବିଞ୍ଚିବା

ଉଦାହରଣ : କୃଷକ ଜମିରେ ମଞ୍ଜି ବିଞ୍ଚୁଛି

ସମକକ୍ଷ : ବିଞ୍ଛିବା, ବୁଣିବା

इधर-उधर या चारों ओर फैलाना।

किसान खेत में बीज छिड़क रहा है।
उलछना, छिटकना, छिड़कना, छितराना, छींटना, बिखराना, बिखेरना, विथराना

Distribute loosely.

He scattered gun powder under the wagon.
disperse, dot, dust, scatter, sprinkle

ଅର୍ଥ : ହାତ ବା କୌଣସି ଅନ୍ୟବସ୍ତୁଦ୍ୱାରା ପାଣି ଫିଙ୍ଗିବା

ଉଦାହରଣ : ସେମାନେ ମାଛଧରିବାପାଇଁ ଛାଟୁଛନ୍ତି

ସମକକ୍ଷ : ନିକ୍ଷେପକରିବା

हाथ या किसी अन्य वस्तु से जल फेंकना।

वे मछली पकड़ने के लिए गड्ढे का पानी उलीच रहे हैं।
उलीचना

ଅର୍ଥ : ହାତଦ୍ୱାରା ଖେତରେ ମଞ୍ଜିକୁ ଛାଟି ବା ଫିଙ୍ଗି ବୁଣିବା

ଉଦାହରଣ : କୃଷକଟି ଖେତରେ ମଞ୍ଜି ବୁଣୁଛି

ସମକକ୍ଷ : ବପନକରିବା, ବିକ୍ଷିପ୍ତକରିବା, ବୁଣିବା

हाथ द्वारा खेत में बीजों को छितराकर या फेंककर बोना।

किसान खेत में बीज पँवार रहा है।
पँवारना, पवेरना

Sow by scattering.

Scatter seeds.
scatter