ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିସ୍ମରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିସ୍ମରଣ   ବିଶେଷ୍ୟ

ଅର୍ଥ : ଭୁଲିବାର ଅବସ୍ଥା ବା ଭାବ

ଉଦାହରଣ : ଭୁଲିଯିବା କାରଣରୁ ଜିନିଷ ଖୋଜିଲେ ମଧ୍ୟ ମିଳେନାହିଁ

ସମକକ୍ଷ : ବିସ୍ମ୍ରୁତି, ଭୁଲିବା

भूलने की अवस्था या भाव।

भूल के कारण चीज़ें ढूँढने पर नहीं मिलती हैं।
अस्मरण, प्रस्मृति, भूल, विस्मरण, विस्मृति

Partial or total loss of memory.

He has a total blackout for events of the evening.
amnesia, blackout, memory loss

ଅର୍ଥ : ସ୍ମୃତିହୀନ ଅବସ୍ଥା ବା ଭାବ

ଉଦାହରଣ : ମୁଣ୍ଡରେ ଗଭୀର ଆଘାତ ଲାଗିବା କାରଣରୁ ତାର ସ୍ମୃତିହୀନତା ଦେଖାଦେଇଛି

ସମକକ୍ଷ : ଭୁଲାପଣ, ସ୍ମୃତିହୀନତା

स्मृतिहीन होने की अवस्था या भाव।

सिर पर गहरी चोट लगने के कारण वह स्मृतिहीनता से ग्रस्त है।
स्मृतिहीनता

Unawareness caused by neglectful or heedless failure to remember.

His forgetfulness increased as he grew older.
forgetfulness