ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୁଲିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୁଲିବା   ବିଶେଷ୍ୟ

ଅର୍ଥ : ଭୁଲିବାର ଅବସ୍ଥା ବା ଭାବ

ଉଦାହରଣ : ଭୁଲିଯିବା କାରଣରୁ ଜିନିଷ ଖୋଜିଲେ ମଧ୍ୟ ମିଳେନାହିଁ

ସମକକ୍ଷ : ବିସ୍ମରଣ, ବିସ୍ମ୍ରୁତି

भूलने की अवस्था या भाव।

भूल के कारण चीज़ें ढूँढने पर नहीं मिलती हैं।
अस्मरण, प्रस्मृति, भूल, विस्मरण, विस्मृति

Partial or total loss of memory.

He has a total blackout for events of the evening.
amnesia, blackout, memory loss

ଭୁଲିବା   କ୍ରିୟାପଦ

ଅର୍ଥ : ମନେ ନ ରହିବା

ଉଦାହରଣ : ସେ ଯାହାକିଛି ମନେ ରଖିଥିଲା, ସବୁ ଭୁଲିଗଲା

याद न रहना या भूल जाना।

उसने जो कुछ भी याद किया था, सब भूल गया।
बिसरना, भुलाना, भूलना, याद न रहना, विस्मरण होना, विस्मृत होना, सुध बिसारना

Be unable to remember.

I'm drawing a blank.
You are blocking the name of your first wife!.
blank out, block, draw a blank, forget