ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ମୃତିହୀନତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ମୃତିହୀନତା   ବିଶେଷ୍ୟ

ଅର୍ଥ : ସ୍ମୃତିହୀନ ଅବସ୍ଥା ବା ଭାବ

ଉଦାହରଣ : ମୁଣ୍ଡରେ ଗଭୀର ଆଘାତ ଲାଗିବା କାରଣରୁ ତାର ସ୍ମୃତିହୀନତା ଦେଖାଦେଇଛି

ସମକକ୍ଷ : ବିସ୍ମରଣ, ଭୁଲାପଣ

स्मृतिहीन होने की अवस्था या भाव।

सिर पर गहरी चोट लगने के कारण वह स्मृतिहीनता से ग्रस्त है।
स्मृतिहीनता

Unawareness caused by neglectful or heedless failure to remember.

His forgetfulness increased as he grew older.
forgetfulness