ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ପାଖରେ ନମ୍ରତା ଅଛି
ଉଦାହରଣ : ହନୁମାନ ବିନମ୍ର ଭାବରେ ମଥା ନୁଆଁଇଦେଲେ
ସମକକ୍ଷ : ନମ୍ର, ବିନମ୍ର, ବିନୟଯୁକ୍ତ, ବିନୟୀ
ଅର୍ଥ : ଯାହାଠାରେ ନମ୍ରତା ଅଛି
ଉଦାହରଣ : ହନୁମାନ ବିନମ୍ର ଭାବରେ ଶିର ନତ କଲେ
ସମକକ୍ଷ : ନମ୍ର, ବିନମ୍ର, ବିନୀତ, ବିନୟଯୁକ୍ତ, ବିନୟୀ
जिसमें नम्रता हो।
ଅର୍ଥ : ଧର୍ମ ବା ନୀତିପୂର୍ବକ ବ୍ୟବହାର କରିବା ବ୍ୟକ୍ତି
ଉଦାହରଣ : ବିନୟୀ ଯୁଧିଷ୍ଠିର ସମସ୍ତଙ୍କର ଆଦରର ପାତ୍ର ଥିଲେ
ସମକକ୍ଷ : ବିନୟୀ
धर्म या नीतिपूर्वक व्यवहार करनेवाला।
Characterized by courtesy and gracious good manners.
ସଂସ୍ଥାପନ କରନ୍ତୁ