ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିନମ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିନମ୍ର   ବିଶେଷଣ

ଅର୍ଥ : ଅତ୍ୟଧିକ ନମ୍ର

ଉଦାହରଣ : ସେହି ବିନମ୍ର ବ୍ୟକ୍ତିକୁ ସମସ୍ତେ ସମ୍ମାନ କରୁଥିଲେ

अत्यधिक नम्र।

उस अवनम्र व्यक्ति का सभी सम्मान करते थे।
अवनम्र

ଅର୍ଥ : ଯାହା ପାଖରେ ନମ୍ରତା ଅଛି

ଉଦାହରଣ : ହନୁମାନ ବିନମ୍ର ଭାବରେ ମଥା ନୁଆଁଇଦେଲେ

ସମକକ୍ଷ : ନମ୍ର, ବିନୟଯୁକ୍ତ, ବିନୟଶୀଳ, ବିନୟୀ

ଅର୍ଥ : ଯାହାଠାରେ ନମ୍ରତା ଅଛି

ଉଦାହରଣ : ହନୁମାନ ବିନମ୍ର ଭାବରେ ଶିର ନତ କଲେ

ସମକକ୍ଷ : ନମ୍ର, ବିନୀତ, ବିନୟଯୁକ୍ତ, ବିନୟଶୀଳ, ବିନୟୀ