ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିନ୍ୟାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିନ୍ୟାସ   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁକୁ ଯଥାସ୍ଥାନ ବା ଠିକକ୍ରମରେ ରଖିବାର ପ୍ରକ୍ରିୟା

ଉଦାହରଣ : କକ୍ଷର ସଜ୍ଜା ସମସ୍ତଙ୍କ ମନ ମୋହିନେଲା

ସମକକ୍ଷ : ରଚନା, ସଜ୍ଜା

किसी वस्तु को यथास्थान या ठीक क्रम में जमाने की क्रिया।

कक्ष अभिन्यास ने सबका मन मोह लिया।
अभिन्यास

ଅର୍ଥ : ଲୋକ ବା ବସ୍ତୁମାନଙ୍କର ବ୍ୟବସ୍ଥା ବା କ୍ରମ ଯାହା ଗୋଟିଏ ଏକକ ରୂପରେ ଅଛି

ଉଦାହରଣ : ସୁରକ୍ଷାତ୍ମକ ବିନ୍ୟାସର ଭେଦ ପାଇବା ସହଜ ନୁହେଁ

ସମକକ୍ଷ : ଗଠନ, ନିର୍ମାଣ, ପ୍ରଣୟନ, ରଚନା

लोगों या वस्तुओं की व्यवस्था या क्रम जो एक इकाई के रूप में हो।

सुरक्षात्मक रचना को भेद पाना आसान नहीं।
बनावट, योजना, रचना

An arrangement of people or things acting as a unit.

A defensive formation.
A formation of planes.
formation

ଅର୍ଥ : କୌଣସି ଜିନିଷର ଯଥାସ୍ଥାନ ବା ଠିକ କ୍ରମରେ ରହିବାର ଅବସ୍ଥା

ଉଦାହରଣ : ମେଜଉପରେ ରଖା ହୋଇଥିବା ପୁଷ୍ପଗୁଚ୍ଛର ପୁଷ୍ପ ବିନ୍ୟାସ ବହୁତ ସୁନ୍ଦର