ଅର୍ଥ : ବ୍ୟର୍ଥ ବିବାଦ ବା ମତାନ୍ତର
ଉଦାହରଣ :
ଏଭଳି ବିତଣ୍ଡା ଦ୍ୱାରା ଶେଷରେ ତୁମକୁ କଣ ମିଳୁଛି?
ସମକକ୍ଷ : ବିତଂଡା, ବିତଣ୍ଡା, ବିତଣ୍ଡାବାଦ
ଅର୍ଥ : ସାଧାରଣ କଥାରୁ ଅଯଥା ଝଗଡ଼ାରେ ପରିଣତ କରିବାର ପ୍ରକ୍ରିୟା
ଉଦାହରଣ :
କିଛି ଲୋକଙ୍କୁ ବିତଣ୍ଡାବାଦ ଦ୍ୱାରା ହିଁ ଆନନ୍ଦ ମିଳେ ତ କଣ କରାଯାଇପାରିବ!
ସମକକ୍ଷ : ବିତଣ୍ଡାବାଦ