ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିତଣ୍ଡାବାଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିତଣ୍ଡାବାଦ   ବିଶେଷ୍ୟ

ଅର୍ଥ : ବ୍ୟର୍ଥ ବିବାଦ ବା ମତାନ୍ତର

ଉଦାହରଣ : ଏଭଳି ବିତଣ୍ଡା ଦ୍ୱାରା ଶେଷରେ ତୁମକୁ କଣ ମିଳୁଛି?

ସମକକ୍ଷ : ବିତଂଡା, ବିତଂଡାବାଦ, ବିତଣ୍ଡା

व्यर्थ का विवाद या कहासुनी।

इस तरह की वितंडाओं से आखिर तुम्हें क्या मिलता है?
वितंडा, वितंडावाद, वितण्डा, वितण्डावाद

ଅର୍ଥ : ସାଧାରଣ କଥାରୁ ଅଯଥା ଝଗଡ଼ାରେ ପରିଣତ କରିବାର ପ୍ରକ୍ରିୟା

ଉଦାହରଣ : କିଛି ଲୋକଙ୍କୁ ବିତଣ୍ଡାବାଦ ଦ୍ୱାରା ହିଁ ଆନନ୍ଦ ମିଳେ ତ କଣ କରାଯାଇପାରିବ!

ସମକକ୍ଷ : ବିତଂଡାବାଦ

साधारण सी बात को व्यर्थ की कहा-सुनी में बढ़ा देने की क्रिया।

कुछ लोगों को वितंडावाद में ही आनंद आता है तो क्या कीजिएगा !।
वितंडावाद, वितण्डावाद