ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିତଂଡା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିତଂଡା   ବିଶେଷ୍ୟ

ଅର୍ଥ : ଅନ୍ୟମାନଙ୍କ କଥାକୁ ଉପେକ୍ଷା କରି ନିଜ କଥାକୁ କହି ଚାଲିବାର ପ୍ରକ୍ରିୟା

ଉଦାହରଣ : ତାର ବିତଣ୍ଡା ଯୋଗୁଁ ସମସ୍ତେ ହଇରାଣ ହେଉଛନ୍ତି

ସମକକ୍ଷ : ଅଯଥା ଯୁକ୍ତି, ବିତଣ୍ଡା

दूसरे की बातों की उपेक्षा करते हुए अपनी बात कहते चले जाने की क्रिया।

उसकी वितंडा से सभी परेशान हैं।
वितंडा, वितण्डा

ଅର୍ଥ : ବ୍ୟର୍ଥ ବିବାଦ ବା ମତାନ୍ତର

ଉଦାହରଣ : ଏଭଳି ବିତଣ୍ଡା ଦ୍ୱାରା ଶେଷରେ ତୁମକୁ କଣ ମିଳୁଛି?

ସମକକ୍ଷ : ବିତଂଡାବାଦ, ବିତଣ୍ଡା, ବିତଣ୍ଡାବାଦ

व्यर्थ का विवाद या कहासुनी।

इस तरह की वितंडाओं से आखिर तुम्हें क्या मिलता है?
वितंडा, वितंडावाद, वितण्डा, वितण्डावाद