ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଲଢ଼ାଇ କିମ୍ବା ଖେଳ ଇତ୍ୟାଦିରେ ଶତ୍ରୁ ବା ବିପକ୍ଷକୁ ହରାଇ ପ୍ରାପ୍ତ କରାଯାଉଥିବା ସଫଳତା
ଉଦାହରଣ : ଆଜି ଖେଳରେ ଭାରତର ବିଜୟ ହେଇଛି
ସମକକ୍ଷ : ଜୟ, ସଫଳତା
लड़ाई या खेल आदि में शत्रु या विपक्षी को हराकर प्राप्त की जाने वाली सफलता।
A successful ending of a struggle or contest.
ଅର୍ଥ : ସଫଳ ହେବାର ଅବସ୍ଥା ବା ଭାବ
ଉଦାହରଣ : ଗଣେଶ ଯେ କୌଣସି କାମରେ ହାତ ଲଗାଏ, ତାକୁ ସେଥିରେ ସଫଳତା ମିଳେ
ସମକକ୍ଷ : ସଫଳତା, ସିଦ୍ଧି
अचूक होने की अवस्था या भाव।
सफल होने की अवस्था, क्रिया या भाव।
The quality of being steady and unfailing.
A state of prosperity or fame.
ଅର୍ଥ : ବିଷ୍ଣୁଙ୍କର ଜଣେ ପାର୍ଷଦ
ଉଦାହରଣ : ବ୍ରହ୍ମାଙ୍କ ମାନସ ପୁତ୍ର ଜୟ ଏବଂ ବିଜୟକୁ ରାକ୍ଷସ ରୂପରେ ପୃଥିବୀରେ ଅବତରଣ କରିବାକୁ ଶାପ ଦେଇଥିଲେ
विष्णु का एक पार्षद।
An imaginary being of myth or fable.
ସଂସ୍ଥାପନ କରନ୍ତୁ