ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଲଢ଼ାଇ କିମ୍ବା ଖେଳ ଇତ୍ୟାଦିରେ ଶତ୍ରୁ ବା ବିପକ୍ଷକୁ ହରାଇ ପ୍ରାପ୍ତ କରାଯାଉଥିବା ସଫଳତା
ଉଦାହରଣ : ଆଜି ଖେଳରେ ଭାରତର ବିଜୟ ହେଇଛି
ସମକକ୍ଷ : ବିଜୟ, ସଫଳତା
लड़ाई या खेल आदि में शत्रु या विपक्षी को हराकर प्राप्त की जाने वाली सफलता।
A successful ending of a struggle or contest.
ଅର୍ଥ : ଜଣେ ଇକ୍ଷ୍ବାକୁ ବଂଶୀୟ ରାଜା
ଉଦାହରଣ : ବିଜୟନନ୍ଦନଙ୍କ ବର୍ଣ୍ଣନା ପୁରାଣରେ ମିଳେ
ସମକକ୍ଷ : ବିଜୟନଂଦନ, ବିଜୟନନ୍ଦନ
एक इक्ष्वाकुवंशीय राजा।
An imaginary being of myth or fable.
ଅର୍ଥ : ଧୃତରାଷ୍ଟ୍ରଙ୍କ ଜଣେ ପୁତ୍ର
ଉଦାହରଣ : ଜୟଙ୍କ ବର୍ଣ୍ଣନା ମହାଭାରତରେ ମିଳେ
धृतराष्ट्र के एक पुत्र।
ଅର୍ଥ : ବିଷ୍ଣୁଙ୍କର ଜଣେ ପାର୍ଷଦ
ଉଦାହରଣ : ବ୍ରହ୍ମାଙ୍କ ମାନସ ପୁତ୍ର ଜୟକୁ ଧରିତ୍ରୀରେ ରାକ୍ଷସ ହୋଇ ଜନ୍ମ ହେବାକୁ ଶାପ ଦେଇଥିଲେ
विष्णु का एक पार्षद।
ସଂସ୍ଥାପନ କରନ୍ତୁ
अमेजन से खरीदेँ