ଅର୍ଥ : ଗଣେଶଙ୍କର ଦୁଇ ପତ୍ନୀଙ୍କ ମଧ୍ୟରୁ ଜଣେ
ଉଦାହରଣ :
କୁହାଯାଏ ସିଦ୍ଧି ପ୍ରତ୍ୟେକ ପ୍ରକାରର ସିଦ୍ଧି ପ୍ରଦାନ କରନ୍ତି
ଅର୍ଥ : ଯୋଗ ସାଧନର ଅଲୌକିକ ଫଳ
ଉଦାହରଣ :
ଅଣିମା,ମହିମା,ଗରିମା,ଲଘିମା,ପ୍ରାପ୍ତି,ପ୍ରାକାମ୍ୟ, ଈଶିତ୍ୱ ଏବଂ ବଶିତ୍ୱ ଏସବୁ ଅଷ୍ଟସିଦ୍ଧି ଭାବେ ଗ୍ରହଣ କରାଯାଏ
ସମକକ୍ଷ : ଐଶ୍ୱର୍ଯ୍ୟ
ଅର୍ଥ : ଯୋଗ ବା ତପସ୍ୟା ଦ୍ୱାରା ପ୍ରାପ୍ତ ହେଉଥିବା ଅଲୌକିକ ଶକ୍ତି
ଉଦାହରଣ :
ସ୍ୱାମିଜୀ କେତେ ପ୍ରକାର ସିଦ୍ଧି ଲାଭ କରିଛନ୍ତି