ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଢ଼ୁଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଢ଼ୁଆ   ବିଶେଷଣ

ଅର୍ଥ : ଯିଏ ଶିକ୍ଷା ଗ୍ରହଣ କରିଛି

ଉଦାହରଣ : ଶିକ୍ଷିତ ବ୍ୟକ୍ତି ହିଁ ରାଷ୍ଟ୍ରର କର୍ଣ୍ଣଧାର ହୋଇଥାନ୍ତି

ସମକକ୍ଷ : ପଢ଼ାଲିଖା, ବିଜ୍ଞ, ଶିକ୍ଷିତ, ସାକ୍ଷର

जिसने शिक्षा ग्रहण की हो।

शिक्षित व्यक्ति ही राष्ट्र के कर्णधार होते हैं।
पढ़ा लिखा, पढ़ा-लिखा, प्राज्ञ, शिक्षित, साक्षर

Possessing an education (especially having more than average knowledge).

educated

ଅର୍ଥ : ପଢ଼ାଲେଖାରେ ଲାଗିରହିବା

ଉଦାହରଣ : ଅଧ୍ୟାୟୀ ଛାତ୍ରର ଅଧ୍ୟୟନରେ ଦୟାକରି ବ୍ୟବଧାନ କରନ୍ତୁ ନାହିଁ

ସମକକ୍ଷ : ଅଧ୍ୟାୟୀ, ପଠନରତ

पढ़ने-लिखने में लगा हुआ।

कृपया अध्यायी छात्र के अध्ययन में व्यवधान मत डालिए।
अध्यायी