ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଜ୍ଞାପନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଜ୍ଞାପନ   ବିଶେଷ୍ୟ

ଅର୍ଥ : ବିକ୍ରିପାଇଁ ଥିବା ମାଲ ବା ଆଉ କିଛି ବିଷୟର ସୂଚନା ଯାହା ସମସ୍ତଙ୍କୁ ବିଶେଷତଃ ପତ୍ର, ରେଡିଓ, ଏବଂ ଦୂରଦର୍ଶନଆଦି ମାଧ୍ୟମରେ ସୂଚାଇ ଦିଆଯାଏ

ଉଦାହରଣ : ଆଜିର ଖବର କାଗଜ ବିଜ୍ଞାପନରେ ଭର୍ତ୍ତି

ସମକକ୍ଷ : ଇସ୍ତାହାର, ବିଜ୍ଞପ୍ତି

बिक्री आदि के माल या किसी बात की वह सूचना जो सब लोगों को, विशेषतः सामयिक पत्रों, रेडियो, दूरदर्शन आदि के द्वारा दी जाती है।

आज का समाचार-पत्र विज्ञापनों से भरा पड़ा है।
इश्तहार, इश्तिहार, विज्ञप्ति, विज्ञापन

A public promotion of some product or service.

ad, advert, advertisement, advertising, advertizement, advertizing

ଅର୍ଥ : କୌଣସି ବିଷୟ, ମତ ବା କଥାକୁ ବହୁତ ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା କ୍ରିୟା

ଉଦାହରଣ : କମ୍ପାନୀଗୁଡ଼ିକ ଟିଭିଆଦି ମାଧ୍ୟମରେ ନିଜର ଉତ୍ପାଦନର ପ୍ରଚାର କରନ୍ତି

ସମକକ୍ଷ : ପ୍ରଚାର

किसी विषय, मत या बात को बहुत से लोगों के सामने रखने की क्रिया।

कम्पनियाँ टीवी आदि के माध्यम से अपने उत्पादों का प्रचार करती हैं।
इश्तहार, इश्तिहार, प्रचार, प्रवर्तन, विज्ञापन

A public promotion of some product or service.

ad, advert, advertisement, advertising, advertizement, advertizing

ଅର୍ଥ : କାନ୍ଥଆଦିରେ ଲଗାଯାଇଥିବା ସୂଚନା ପତ୍ର ଯାହାଦ୍ୱାରା କୌଣସି ବିଷୟ ଲୋକମାନଙ୍କୁ ବତାଯାଏ

ଉଦାହରଣ : ଏହି ଫିଲ୍ମର ବିଜ୍ଞାପନ ଗଳିଗଳିରେ ଲଗାଯାଇଛି

ସମକକ୍ଷ : ସୂଚନାପତ୍ର ପୋଷ୍ଟର

दीवारों आदि पर लगाया जाने वाला वह सूचना-पत्र जिसके द्वारा कोई बात लोगों को बताई जाती है।

इस फिल्म का इश्तिहार गली-गली में लगा हुआ है।
इश्तहार, इश्तिहार, पोस्टर, विज्ञापन

A sign posted in a public place as an advertisement.

A poster advertised the coming attractions.
bill, card, notice, placard, poster, posting