ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରଚାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରଚାର   ବିଶେଷ୍ୟ

ଅର୍ଥ : କୌଣସି ବିଷୟ, ମତ ବା କଥାକୁ ବହୁତ ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା କ୍ରିୟା

ଉଦାହରଣ : କମ୍ପାନୀଗୁଡ଼ିକ ଟିଭିଆଦି ମାଧ୍ୟମରେ ନିଜର ଉତ୍ପାଦନର ପ୍ରଚାର କରନ୍ତି

ସମକକ୍ଷ : ବିଜ୍ଞାପନ

किसी विषय, मत या बात को बहुत से लोगों के सामने रखने की क्रिया।

कम्पनियाँ टीवी आदि के माध्यम से अपने उत्पादों का प्रचार करती हैं।
इश्तहार, इश्तिहार, प्रचार, प्रवर्तन, विज्ञापन

A public promotion of some product or service.

ad, advert, advertisement, advertising, advertizement, advertizing

ଅର୍ଥ : ଆଖିର ଆଖପାଖରେ ମାଂସ ବଢିକରି ଦୃଷ୍ଟିରୋଧ କରୁଥିବା ଘୋଡାମାନଙ୍କର ଏକ ପ୍ରକାର ଆଖିରୋଗ

ଉଦାହରଣ : ପ୍ରଚାରରେ ପୀଡିତ ଘୋଡାକୁ ଶଲ୍ୟଚିକିତ୍ସା ନିମନ୍ତେ ନିଆଯାଉଛି

घोड़ों की आँख का एक रोग जिसमें आँखों के आस-पास का माँस बढ़कर दृष्टि रोक लेता है।

प्रचार से पीड़ित घोड़े की शल्यचिकित्सा की जा रही है।
प्रचार

A disease that typically does not affect human beings.

animal disease