ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି କାର୍ଯ୍ୟ କରିବାର ବିଶେଷ ଯୋଗ୍ୟତା ଯାହାର ଥାଏ
ଉଦାହରଣ : ଆପଣଙ୍କ ଭଳି ପ୍ରବୀଣଙ୍କପାଇଁ ପ୍ରଶିକ୍ଷଣର କିଛି ଆବଶ୍ୟକତା ନାହିଁ
ସମକକ୍ଷ : କାର୍ଯ୍ୟକୁଶଳ, ଦକ୍ଷ, ନିପୁଣ, ପକ୍କା, ପରିପକ୍ୱ, ପାରଙ୍ଗମ, ପ୍ରବୀଣ
वह जो किसी कार्य को करने की विशेष योग्यता रखता हो।
Someone who is dazzlingly skilled in any field.
ଅର୍ଥ : କୌଣସି କାମ କରିବାପାଇଁ ଯାହାର ଯୋଗ୍ୟତା ଅଛି
ଉଦାହରଣ : ଅର୍ଜୁନ ଧନୁର୍ବିଦ୍ୟାରେ ପ୍ରବୀଣ ଥିଲେ
ସମକକ୍ଷ : କୁଶଳୀ, ପକ୍କା, ପଟୁ, ପ୍ରବୀଣ, ସିଦ୍ଧହସ୍ତ
जो किसी कार्य को करने में विशेष योग्यता रखता हो।
Highly skilled.
ସଂସ୍ଥାପନ କରନ୍ତୁ