ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦକ୍ଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦକ୍ଷ   ବିଶେଷ୍ୟ

ଅର୍ଥ : ସତୀଙ୍କ ପିତା ଏବଂ ଶିବଙ୍କ ଶ୍ୱଶୁର ଜଣେ ପ୍ରଜାପତି ଯାହାଙ୍କ ମହାଯଜ୍ଞରେ ଅପମାନିତ ହେଲାପରେ ସତୀ ନିଜର ପ୍ରାଣ ବିସର୍ଜନ କରିଥିଲେ

ଉଦାହରଣ : ଦକ୍ଷଙ୍କ ମହାଯଜ୍ଞକୁ ଶିବ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲେ

ସମକକ୍ଷ : ପ୍ରାଚେତସ୍‌

सती के पिता और शिव के ससुर, एक प्रजापति जिनके महायज्ञ में अपमानित होने पर सती ने अपने प्राण दे दिए थे।

दक्ष के महायज्ञ को शिव ने पूर्णतः नष्ट कर दिया।
दक्ष, दक्ष प्रजापति, प्राचेतस्

An imaginary being of myth or fable.

mythical being

ଅର୍ଥ : କୌଣସି କାର୍ଯ୍ୟ କରିବାର ବିଶେଷ ଯୋଗ୍ୟତା ଯାହାର ଥାଏ

ଉଦାହରଣ : ଆପଣଙ୍କ ଭଳି ପ୍ରବୀଣଙ୍କପାଇଁ ପ୍ରଶିକ୍ଷଣର କିଛି ଆବଶ୍ୟକତା ନାହିଁ

ସମକକ୍ଷ : କାର୍ଯ୍ୟକୁଶଳ, ନିପୁଣ, ପକ୍କା, ପରିପକ୍ୱ, ପାରଙ୍ଗମ, ପ୍ରବୀଣ, ବିଚକ୍ଷଣ

वह जो किसी कार्य को करने की विशेष योग्यता रखता हो।

प्रवीणों को प्रशिक्षण की आवश्यकता नहीं।
रोहन घुड़सवारी में परिनिष्ठित है।
अभ्यस्त, अभ्यासी, क़ाबिल, कार्यकुशल, दक्ष, निपुण, निपुण व्यक्ति, पक्का, परिनिष्ठित, परिपक्व, पारंगत, प्रवीण, प्रवीण व्यक्ति, माहिर, विचक्षण, सिद्धहस्त, हुनरमंद, हुनरमन्द, होशियार

Someone who is dazzlingly skilled in any field.

ace, adept, champion, genius, hotshot, maven, mavin, sensation, star, superstar, virtuoso, whiz, whizz, wiz, wizard

ଦକ୍ଷ   ବିଶେଷଣ

ଅର୍ଥ : କାର୍ଯ୍ୟ ନିର୍ମାଣ କଲାବାଲା ବା ସମ୍ଭାଳିବାବାଲା

ଉଦାହରଣ : ଈଶ୍ୱର ବଡ଼ ନିପୁଣ

ସମକକ୍ଷ : କୌଶଳୀ, ଧୁରନ୍ଧର, ନିପୁଣ

कार्य बनानेवाला या सँवारनेवाला।

अल्लाह बड़ा कारसाज़ है।
कारसाज, कारसाज़