ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଡ଼ି   ବିଶେଷ୍ୟ

ଅର୍ଥ : ମୋଟା ଏବଂ ବଡ଼ ବାଡ଼ି

ଉଦାହରଣ : ସେ କୁକୁରକୁ ବାଡ଼ିରେ ମାରିଲା

ସମକକ୍ଷ : ଠେଙ୍ଗା, ଲାଠି

मोटी और बड़ी छड़ी।

उसने कुत्ते को डंडे से मारा।
असा, चोब, डंड, डंडा, डण्ड, डण्डा, दंड, दण्ड, बल्लम, लाठी, सोंटा, सोटा

Club consisting of a heavy stick (often bamboo) bound with iron. Used by police in India.

lathee, lathi

ଅର୍ଥ : ବଡ଼ ଠେଙ୍ଗିଣି

ଉଦାହରଣ : ବଡ଼ବଡ଼ ନିଶବାଲା ଲୋକଟି ଠେଙ୍ଗାନେଇ ଯାଉଥିଲା

ସମକକ୍ଷ : ଠେଙ୍ଗା, ତଡ଼ା, ଲାଠି

बड़ी लाठी।

बड़ी-बड़ी मूँछों वाला व्यक्ति लठ लिए जा रहा था।
लट्ठ, लठ

A strong rod or stick with a specialized utilitarian purpose.

He walked with the help of a wooden staff.
staff

ଅର୍ଥ : କାଠ ବା ବାଉଁଶଆଦିର ସିଧା ଛୋଟ ଲମ୍ବା ଅଂଶ

ଉଦାହରଣ : ବଗିଚାରେ ପିଲାମାନେ ବତା ସାହାଯ୍ୟରେ ଆମ୍ବ ତୋଳୁଛନ୍ତି

ସମକକ୍ଷ : ନଗି, ବତା, ଲଗି

लकड़ी या बाँस आदि का सीधा थोड़ा लंबा टुकड़ा।

बाग में बच्चे डंडे से आम तोड़ रहे हैं।
डंड, डंडा, डण्ड, डण्डा

ଅର୍ଥ : ଚାଲିବାପାଇଁ ହାତରେ ଧରାଯାଉଥିବା ସିଧା ପତଳା କାଠ

ଉଦାହରଣ : ବୁଢ଼ୀମା ବାଡ଼ି ଧରି ଚାଲୁଛନ୍ତି

ସମକକ୍ଷ : ତଡ଼ା, ଲାଠି

हाथ में लेकर चलने की सीधी पतली लकड़ी।

दादी छड़ी लेकर चल रही हैं।
कंब, छड़ी, दंडिका, पटकान, लकुट, लकुटिया, लकुटी

A stick carried in the hand for support in walking.

walking stick

ଅର୍ଥ : ଯେଉଁ ସ୍ଥାନରେ ଫଳ, ଫୁଲପୂର୍ଣ୍ଣ ସୁନ୍ଦର ସୁନ୍ଦର ଛୋଟ, ବଡ଼ ଗଛଆଦି ଲଗାଯାଇଛି

ଉଦାହରଣ : ପିଲାମାନେ ବଗିଚାରୁ ପିଜୁଳି ତୋଳୁଥିଲେ

ସମକକ୍ଷ : ଉଦ୍ୟାନ, ଉପବନ, ବଗିଚା, ବାଟିକା

वह स्थान जहाँ फल-फूलदार या सुन्दर पौधों, वृक्षों आदि को लगाया गया हो।

बच्चे बगीचे में अमरूद तोड़ रहे थे।
अपवन, उद्यान, उपवन, पार्क, बग़ीचा, बगिया, बगीचा, बाग, बाग बगीचा, बाग-बगीचा, बाग़, बाग़ीचा, बाड़ी, बारी, वाटिका

A plot of ground where plants are cultivated.

garden