ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତଡ଼ା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତଡ଼ା   ବିଶେଷ୍ୟ

ଅର୍ଥ : ବଡ଼ ଠେଙ୍ଗିଣି

ଉଦାହରଣ : ବଡ଼ବଡ଼ ନିଶବାଲା ଲୋକଟି ଠେଙ୍ଗାନେଇ ଯାଉଥିଲା

ସମକକ୍ଷ : ଠେଙ୍ଗା, ବାଡ଼ି, ଲାଠି

बड़ी लाठी।

बड़ी-बड़ी मूँछों वाला व्यक्ति लठ लिए जा रहा था।
लट्ठ, लठ

A strong rod or stick with a specialized utilitarian purpose.

He walked with the help of a wooden staff.
staff

ଅର୍ଥ : ଚାଲିବାପାଇଁ ହାତରେ ଧରାଯାଉଥିବା ସିଧା ପତଳା କାଠ

ଉଦାହରଣ : ବୁଢ଼ୀମା ବାଡ଼ି ଧରି ଚାଲୁଛନ୍ତି

ସମକକ୍ଷ : ବାଡ଼ି, ଲାଠି

हाथ में लेकर चलने की सीधी पतली लकड़ी।

दादी छड़ी लेकर चल रही हैं।
कंब, छड़ी, दंडिका, पटकान, लकुट, लकुटिया, लकुटी

A stick carried in the hand for support in walking.

walking stick