ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଗିଚା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଗିଚା   ବିଶେଷ୍ୟ

ଅର୍ଥ : ଅଧିକ ମାତ୍ରାରେ ବିକ୍ରିପାଇଁ ଯେଉଁ କ୍ଷେତ୍ରରେ ଫସଲ ଉତ୍ପନ୍ନ କରାଯାଏ

ଉଦାହରଣ : ଚା ବଗିଚାଗୁଡ଼ିକରେ କାମ କରିବା ମୂଲିଆମାନେ ଧର୍ମଘଟ କରିଦେଇଥିଲେ

वह क्षेत्र जहाँ बड़ी मात्रा में नकदी फसल उगाई जाती हैं।

चाय बागानों में काम करने वाले मजदूरों ने हड़ताल कर दी थी।
बगान, बागान

An estate where cash crops are grown on a large scale (especially in tropical areas).

plantation

ଅର୍ଥ : ପରିବାଆଦି ଲଗାଇବା ନିମନ୍ତେ ଘରର ଆଖପାଖରେ ଘେରା ହୋଇଥିବା ସ୍ଥାନ

ଉଦାହରଣ : ମା ବଗିଚାରେ ଲଗାଯାଇଥିବା ଫସଲରୁ ଘାସ ବାଛୁଛନ୍ତି

तरकारियाँ आदि बोने के लिए घर के आसपास का घेरा हुआ स्थान।

माँ बेढ़े में बोई हुई सब्जियों की निराई कर रही है।
बेढ़ा

A small garden where vegetables are grown.

kitchen garden, vegetable garden, vegetable patch

ଅର୍ଥ : କୌଣସି ବଗିଚାରେ ଲଗାଯାଉଥିବା ଫୁଲ,ଫଳ ବା ବନସ୍ପତି

ଉଦାହରଣ : ମାଳୀ ଗୋଟିଏ ନୂଆ ଫୁଲ ବଗିଚା ତିଆରି କରୁଛି

ସମକକ୍ଷ : ଉଦ୍ୟାନ, ଉପବନ, ବାଟିକା

किसी बगीचे में उगाए जानेवाले फूल या फल या वनस्पतियाँ।

माली फूलों का एक नया बगीचा लगा रहा है।
उद्यान, उपवन, बग़ीचा, बगिया, बगीचा, बाग, बाग़, बाग़ीचा, बारी, वाटिका

The flowers or vegetables or fruits or herbs that are cultivated in a garden.

garden

ଅର୍ଥ : ଯେଉଁ ସ୍ଥାନରେ ଫଳ, ଫୁଲପୂର୍ଣ୍ଣ ସୁନ୍ଦର ସୁନ୍ଦର ଛୋଟ, ବଡ଼ ଗଛଆଦି ଲଗାଯାଇଛି

ଉଦାହରଣ : ପିଲାମାନେ ବଗିଚାରୁ ପିଜୁଳି ତୋଳୁଥିଲେ

ସମକକ୍ଷ : ଉଦ୍ୟାନ, ଉପବନ, ବାଟିକା, ବାଡ଼ି

वह स्थान जहाँ फल-फूलदार या सुन्दर पौधों, वृक्षों आदि को लगाया गया हो।

बच्चे बगीचे में अमरूद तोड़ रहे थे।
अपवन, उद्यान, उपवन, पार्क, बग़ीचा, बगिया, बगीचा, बाग, बाग बगीचा, बाग-बगीचा, बाग़, बाग़ीचा, बाड़ी, बारी, वाटिका

A plot of ground where plants are cultivated.

garden