ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଟି   ବିଶେଷ୍ୟ

ଅର୍ଥ : ଛୋଟ ତାଟିଆ

ଉଦାହରଣ : ବିରାଡ଼ି ଗିନାରେ ଥିବା ଦୁଧ ପିଉଛି

ସମକକ୍ଷ : କଟରା, ଗିନା, ତାଟିଆ

छोटा कटोरा।

बिल्ली कटोरी में रखा दूध पी रही है।
कचोरी, कटोरी, खुरिया, बाटी

ଅର୍ଥ : ଆଞ୍ଚରେ ସେକି ତିଆରି କରାଯାଉଥିବା ଏକ ପ୍ରକାରର ମୋଟା ଗୋଲ ରୁଟି

ଉଦାହରଣ : ସେ ଡାଲି ଓ ବାଟି ଖାଉଛି

अंगारों पर सेंक कर बनाई जाने वाली एक प्रकार की मोटी गोल रोटी।

वह दाल और बाटी खा रहा है।
अँगाकरि, अंगाकड़ी, अंगाकरि, अंगारी, टिकिया, बाटी

Flat pancake-like bread cooked on a griddle.

chapati, chapatti

ଅର୍ଥ : ମାଟି, କାଚଆଦିର ଛୋଟ ଛୋଟ ଗୋଲି ଯେଉଁଥିରେ ପିଲାମାନେ ଖେଳନ୍ତି

ଉଦାହରଣ : ପିଲାମାନେ ଗୁଲି ଖେଳୁଛନ୍ତି

ସମକକ୍ଷ : ଆଲି, ଗୁଲି, ଗୋଲକ

मिट्टी, काँच, आदि का छोटा गोल पिंड जिससे बच्चे खेलते हैं।

बच्चे कंचा खेल रहे हैं।
अंटा, कंचा, गोलक, गोली

A small ball of glass that is used in various games.

marble