ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତାଟିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତାଟିଆ   ବିଶେଷ୍ୟ

ଅର୍ଥ : ଛୋଟ ତାଟିଆ

ଉଦାହରଣ : ବିରାଡ଼ି ଗିନାରେ ଥିବା ଦୁଧ ପିଉଛି

ସମକକ୍ଷ : କଟରା, ଗିନା, ବାଟି

छोटा कटोरा।

बिल्ली कटोरी में रखा दूध पी रही है।
कचोरी, कटोरी, खुरिया, बाटी

ଅର୍ଥ : ଛୋଟ ଆଧାର ଏବଂ ଚୌଡ଼ା ଫନ୍ଦ ଥିବା ଏକ ଛୋଟ ପାତ୍ର

ଉଦାହରଣ : ସେ ତାଟିଆରେ ଗଜା ବୁଟ ରଖେ

ସମକକ୍ଷ : ଖୁରୀ, ଗିନା

नीची दीवार और चौड़े पेंदे का एक छोटा बरतन।

उसने कटोरे में अंकुरित चने रखे।
कचोरा, कटोरा, कसोरा, खोरा

ଅର୍ଥ : ଏକ ପ୍ରକାରର ଛୋଟ ପତଳା ତାଟିଆ

ଉଦାହରଣ : ଶୀଲା ତାଟିଆରେ ଚିନି ରଖିଛି

एक प्रकार की छोटी छिछली कटोरी।

शीला ने चपनी में चीनी रखी है।
चपनी