ଅର୍ଥ : ଯେଉଁ କନାରେ ବହି ଓ ହିସାବଖାତାଆଦି ବନ୍ଧାଯାଏ ବା ବାନ୍ଧି ରଖାଯାଏ
ଉଦାହରଣ :
ଜେଜେବାପା ରସିଦଗୁଡ଼ିକୁ ବସ୍ତାନିରେ ବାନ୍ଧି ରଖନ୍ତି
ସମକକ୍ଷ : ବସ୍ତାନି
ଅର୍ଥ : କୌଣସି ବସ୍ତୁଆଦିକୁ ଆଚ୍ଛାଦିତ କରିବା କିମ୍ବା ଢାଙ୍କିବା ବସ୍ତୁ
ଉଦାହରଣ :
ଘୋଡ଼ଣୀଦ୍ୱାରା ବସ୍ତୁ ସୁରକ୍ଷିତ ରହେ
ସମକକ୍ଷ : ଆଚ୍ଛାଦକ ବସ୍ତୁ, ଆଚ୍ଛାଦନ, ଘୋଡ଼ଣୀ
ଅର୍ଥ : କୌଣସି ବସ୍ତୁର ଉପର ଭାଗକୁ ବା ଚାରିଆଡ଼କୁ ଘୋଡ଼ଉଥିବା ହୋଇଥିବା କୌଣସି ବସ୍ତୁ
ଉଦାହରଣ :
ଖୋଳ ଯୋଗୁଁ ବସ୍ତୁଗୁଡ଼ିକ ସୁରକ୍ଷିତ ରହେ
ସମକକ୍ଷ : ଖୋଳ