ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟାଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟାଗ   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟାଗରେ ଛାତ୍ରଛାତ୍ରୀମାନେ ବହି, ଖାତା, ଓ ଅନ୍ୟାନ୍ୟ ଜିନିଷ ରଖନ୍ତି

ଉଦାହରଣ : ଆଜିକାଲିର ପିଲାଙ୍କ ବ୍ୟାଗ ବହିପତ୍ରରେ ଭର୍ତ୍ତି ହୋଇ ରହୁଛି

ସମକକ୍ଷ : ବସ୍ତାନି, ସ୍କୁଲବ୍ୟାଗ

वह थैला जिसमें विद्यार्थी पुस्तक, पुस्तिका आदि रखता है।

आजकल के बच्चों के बस्ते पुस्तक आदि से भरे रहते हैं।
बस्ता, स्कूल बैग

A bag for carrying school books and supplies.

Found just the right dictionary to fit into his schoolbag.
schoolbag

ଅର୍ଥ : ବିଶେଷକରି ମହିଳାମାନେ ବ୍ୟବହୃତ କରୁଥିବା ହାତଥିବା ବ୍ୟାଗ ଯେଉଁଥିରେ ଟଙ୍କା-ପଇସା ଆଦି ବସ୍ତୁ ରଖିହୁଏ

ଉଦାହରଣ : ଶୀଲା ନିଜ ବ୍ୟାଗରେ ଦର୍ପଣ,ପାନିଆ ଆଦି ମଧ୍ୟ ରଖେ

ସମକକ୍ଷ : ପର୍ସ, ହ୍ୟାଣ୍ଡବ୍ୟାଗ

वह थैला जिसमें रुपया-पैसा और कुछ व्यक्तिगत वस्तुएँ रखी जाती हैं और जो विशेषकर महिलाएँ प्रयोग करती हैं और जिसमें टंगना भी होता है।

शीला अपने बैग में शीशा, कंघी आदि भी रखती है।
पर्स, बैग, हैंडबैग

A container used for carrying money and small personal items or accessories (especially by women).

She reached into her bag and found a comb.
bag, handbag, pocketbook, purse