ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବର୍ଜିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବର୍ଜିତ   ବିଶେଷଣ

ଅର୍ଥ : ଯାହାକୁ ନିଷେଧ କରାଯାଇଛି

ଉଦାହରଣ : ଆପଣ ନିଷିଦ୍ଧ କାର୍ଯ୍ୟ ହିଁ କାହିଁକି କରନ୍ତି

ସମକକ୍ଷ : ନିଷିଦ୍ଧ, ମନା କରାଯାଇଥିବା

Excluded from use or mention.

Forbidden fruit.
In our house dancing and playing cards were out.
A taboo subject.
forbidden, out, prohibited, proscribed, taboo, tabu, verboten

ଅର୍ଥ : ହଟାଯାଇଥିବା ବା ଦୂର କରାଯାଇଥିବା

ଉଦାହରଣ : ବଳକା ଭୋଜନକୁ ନେଇ ସେ ଭିତରକୁ ଚାଲିଗଲା

ସମକକ୍ଷ : ଛଡ଼ାଯାଇଥିବା, ବଳକା

हटाया या दूर किया हुआ।

अपाकृत भोजन को लेकर वह भीतर चली गई।
अपाकृत, हटाया हुआ

ଅର୍ଥ : ତ୍ୟାଗ କରାଯାଇଥିବା, ଛାଡ଼ି ଦିଆଯାଇଥିବା ବା ଅଲଗା କରାଯାଇଥିବା

ଉଦାହରଣ : ସେ ନିଜର ପରିତ୍ୟକ୍ତା ସ୍ତ୍ରୀକୁ ପୁଣି ଆପଣାଇଲେ

ସମକକ୍ଷ : ତ୍ୟକ୍ତ, ପରିତ୍ୟକ୍ତ

त्यागा, छोड़ा अथवा अलग किया हुआ।

उसने अपनी परित्यक्त पत्नी को फिर से अपना लिया।
अपरिगृहीत, अपवर्जित, अपविद्ध, अपास्त, अभिनियुक्त, अवसृष्ट, आवर्जित, त्यक्त, परित्यक्त, बहिष्कृत, हीन