ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବର   ବିଶେଷ୍ୟ

ଅର୍ଥ : ସ୍ତ୍ରୀ ଦୃଷ୍ଟିରେ ତାଙ୍କର ବିବାହିତ ପୁରୁଷ

ଉଦାହରଣ : ଶିଲାଙ୍କ ସ୍ୱାମୀ ଚାଷକରି ପରିବାର ପୋଷଣ କରୁଛନ୍ତି

ସମକକ୍ଷ : କାନ୍ତ, ଗିରସ୍ତ, ଗେରସ୍ତ, ଘଇତା, ଘରବାଲା, ଜୀବନସାଥୀ, ନାଥ, ପତି, ପ୍ରଭୁ, ଭର୍ତ୍ତା, ମରଦ, ମର୍ବ୍ଦ, ମିଆଁ, ସ୍ୱାମୀ

A married man. A woman's partner in marriage.

hubby, husband, married man

ଅର୍ଥ : କୌଣସି ଦେବତା ବା ବଡ଼ଲୋକ ପ୍ରସନ୍ନ ହୋଇ କିଛି ମଗାଯାଇଥିବା ଜିନିଷ ବା ସିଦ୍ଧିଆଦି ଦେବାର କ୍ରିୟା ବା ଭାବ

ଉଦାହରଣ : ମହାତ୍ମା ତାଙ୍କୁ ପୁତ୍ରପ୍ରାପ୍ତିର ବର ଦେଲେ

ସମକକ୍ଷ : ବର ଦାନ, ବରଦାନ

किसी देवता या बड़े का प्रसन्न होकर कोई माँगी हुई वस्तु या सिद्धि आदि देने की क्रिया या भाव।

महात्मा ने उसे पुत्र प्राप्ति का वरदान दिया।
वर, वरदान

The act of giving.

gift, giving

ଅର୍ଥ : ଯାହାର ବିବାହ ତୁରନ୍ତ ହେବାକୁ ଯାଉଛି ବା ହେଉଛି

ଉଦାହରଣ : ନିଜ ପୁଅକୁ ବର ରୂପରେ ଦେଖି ମାଆ ବହୁତ ଆନନ୍ଦିତ ଥିଲେ

वह जिसका ब्याह तुरंत होने को हो या हुआ हो।

अपने लड़के को वर के रूप में देखकर माँ बहुत ही प्रसन्न थी।
अवतंस, अवतन्स, दुलहा, दूल्हा, नौशा, बन्ना, लाड़ा, वर

A man participant in his own marriage ceremony.

bridegroom, groom