ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାନ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାନ୍ତ   ବିଶେଷ୍ୟ

ଅର୍ଥ : ସ୍ତ୍ରୀ ଦୃଷ୍ଟିରେ ତାଙ୍କର ବିବାହିତ ପୁରୁଷ

ଉଦାହରଣ : ଶିଲାଙ୍କ ସ୍ୱାମୀ ଚାଷକରି ପରିବାର ପୋଷଣ କରୁଛନ୍ତି

ସମକକ୍ଷ : ଗିରସ୍ତ, ଗେରସ୍ତ, ଘଇତା, ଘରବାଲା, ଜୀବନସାଥୀ, ନାଥ, ପତି, ପ୍ରଭୁ, ବର, ଭର୍ତ୍ତା, ମରଦ, ମର୍ବ୍ଦ, ମିଆଁ, ସ୍ୱାମୀ

A married man. A woman's partner in marriage.

hubby, husband, married man

ଅର୍ଥ : ଗୋଟିଏ ମାତ୍ରା ଛନ୍ଦ

ଉଦାହରଣ : କାନ୍ତରେ ଛଅ-ଛଅଟି ମାତ୍ରାକୁ ନେଇ ଚାରିପଦ ହୁଏ

ସମକକ୍ଷ : କାମିନୀକାନ୍ତ

एक मात्रिक छंद।

कामिनीकांत में छह-छह मात्रा के चार पद होते हैं।
कामिनीकांत, कामिनीकान्त

(prosody) a system of versification.

poetic rhythm, prosody, rhythmic pattern