ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବରଦାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବରଦାନ   ବିଶେଷ୍ୟ

ଅର୍ଥ : କୌଣସି ଦେବତା ବା ବଡ଼ଲୋକ ପ୍ରସନ୍ନ ହୋଇ କିଛି ମଗାଯାଇଥିବା ଜିନିଷ ବା ସିଦ୍ଧିଆଦି ଦେବାର କ୍ରିୟା ବା ଭାବ

ଉଦାହରଣ : ମହାତ୍ମା ତାଙ୍କୁ ପୁତ୍ରପ୍ରାପ୍ତିର ବର ଦେଲେ

ସମକକ୍ଷ : ବର, ବର ଦାନ

किसी देवता या बड़े का प्रसन्न होकर कोई माँगी हुई वस्तु या सिद्धि आदि देने की क्रिया या भाव।

महात्मा ने उसे पुत्र प्राप्ति का वरदान दिया।
वर, वरदान

The act of giving.

gift, giving