ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଟକିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଟକିବା   କ୍ରିୟାପଦ

ଅର୍ଥ : କୌଣସି କାମ ଅଧାପଡ଼ିବା ବା ରହିବା

ଉଦାହରଣ : ଆପଣଙ୍କ କାରଣରୁ ମୋର କେତେ କାମ ଅଟକିଛି

ସମକକ୍ଷ : ବନ୍ଦହେବା

किसी काम का अधूरा पड़ना या रहना।

आपके के कारण मेरे कई काम लटके हैं।
लटकना

ଅର୍ଥ : ଗତିରେ ଅବରୁଦ୍ଧ ସୃଷ୍ଟି ହେବା

ଉଦାହରଣ : ଚାଲୁ ଚାଲୁ ଅଚାନକ ମୋ ମଟରସାଇକେଲ୍‌ ଅଟକି ଗଲା

ସମକକ୍ଷ : ଗତିରୋଧ ହେବା, ବନ୍ଦହେବା

गति में अवरोध उत्पन्न होना।

चलते-चलते अचानक मेरी मोटरसाइकिल रुक गई।
अटकना, गतिरुद्ध होना, बंद होना, रुकना

Come to a halt, stop moving.

The car stopped.
She stopped in front of a store window.
halt, stop

ଅର୍ଥ : କେଉଁଠି ଆଶ୍ରୟ ନେବା

ଉଦାହରଣ : ମୁଁ ଯେବେବି ଦିଲ୍ଲୀ ଯାଏଁ ଶର୍ମାଜୀଙ୍କ ପାଖରେ ରହେ

ସମକକ୍ଷ : ରହିବା

कहीं आश्रय लेना।

हम जब भी दिल्ली जाते हैं, शर्माजी के यहाँ रुकते हैं।
उतरना, टिकना, ठहरना, रहना, रुकना

ଅର୍ଥ : ଶବ୍ଦ ଏବଂ ବର୍ଣ୍ଣ ରହିରହି ଅସ୍ପଷ୍ଟ ଭାବେ ଉଚ୍ଚାରଣ କରିବା ପ୍ରକ୍ରିୟା

ଉଦାହରଣ : ଛୋଟ ପିଲା ପାଣି ମାଗିବା ସମୟରେ ଖନଉଥିଲା

ସମକକ୍ଷ : ଖନେଇବା, ଥଙ୍ଗେଇବା

शब्दों और वर्णों का रुक-रुककर अधूरा और अस्पष्ट उच्चारण करना।

छोटा बच्चा पानी माँगते समय तुतला रहा था।
तुतराना, तुतलाना, तोतलाना

Speak haltingly.

The speaker faltered when he saw his opponent enter the room.
bumble, falter, stammer, stutter

ଅର୍ଥ : ଗୋଟିଏ ସ୍ଥାନରେ ସ୍ଥିରହୋଇ ରହିବା

ଉଦାହରଣ : ତୁମ ବାପା ଯାଇ କେଉଁଠି ଲାଖିଗଲେ

ସମକକ୍ଷ : ନିବିଷ୍ଟ ହୋଇ ରହିବା, ଲାଖିବା

एक स्थान पर स्थिर होकर रहना।

तुम्हारे पिताजी कहाँ जाकर जम गए।
जमना, बैठना

Fix firmly.

He ensconced himself in the chair.
ensconce, settle