ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବନବାସୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବନବାସୀ   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତି ବଣରେ ବାସ କରେ

ଉଦାହରଣ : ଜଙ୍ଗଲରେ ବନବାସୀମାନେ ରାମଙ୍କର ବହୁତ ଆତିଥ୍ୟ ସତ୍କାର କଲେ

ସମକକ୍ଷ : ଅରଣ୍ୟବାସୀ

वह व्यक्ति जो वन में निवास करता हो।

वन में वनवासियों ने राम की बहुत खातिरदारी की।
अरण्यवासी, आरण्यक, वनवासी

ବନବାସୀ   ବିଶେଷଣ

ଅର୍ଥ : ଯେ ବଣରେ ବାସକରେ

ଉଦାହରଣ : ଜଣେ ବନବାସୀ ଆଜି ଆମ ଗାଁରେ ଉପସ୍ଥିତ ହେଲେ

ସମକକ୍ଷ : ଅରଣ୍ୟବାସୀ, ଆରଣ୍ୟକ

जो वन में वास करता हो (व्यक्ति)।

एक वनवासी महात्मा आज मेरे गाँव में पधारे हैं।
आरण्यक, आरण्यवासी, वनवासी, वनिन, वनौकस