ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆରଣ୍ୟକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆରଣ୍ୟକ   ବିଶେଷ୍ୟ

ଅର୍ଥ : ବେଦର ଯେଉଁ ଶାଖା ବା ବିଭାଗରେ ବନସ୍ପତିଗୁଡିକର କାର୍ଯ୍ୟ ବିବରଣୀ ତଥା ସେଥିପାଇଁ ଉପଯୋଗୀ ଉପଦେଶର ଉଲ୍ଲେଖ ଥାଏ

ଉଦାହରଣ : ଆରଣ୍ୟକ ହିନ୍ଦୁମାନଙ୍କର ପବିତ୍ରତମ ଧର୍ମଗ୍ରନ୍ଥ ବେଦର ଗଦ୍ୟ ଭାଗ ଏବଂ ବୈଦିକ ବାଂମୟର ତୃତୀୟ ଭାଗ

वेदों का वह भाग या शाखा जिसमें वानप्रस्थों के कार्य का विवरण तथा उनके लिए उपयोगी उपदेश हैं।

आरण्यक हिन्दुओं के पवित्रतम धर्मग्रन्थ वेदों का गद्य वाला भाग और वैदिक वांग्मय का तीसरा हिस्सा है।
आरण्यक

ଆରଣ୍ୟକ   ବିଶେଷଣ

ଅର୍ଥ : ଜଙ୍ଗଲ ସଂବନ୍ଧୀୟ କିମ୍ବା ଜଙ୍ଗଲର

ଉଦାହରଣ : ତାକୁ ଜଙ୍ଗଲୀ ଜୀବନ ବିଷୟରେ କିଛିବି ଜଣାନାହିଁ

ସମକକ୍ଷ : ଜଙ୍ଗଲୀ, ବଣୁଆ, ବନ୍ୟ

जंगल संबंधी या जंगल का।

उसे जंगली जीवन के बारे में कुछ भी जानकारी नहीं है।
अरणीय, आरण्यक, जंगली, जाँगलू, वनीय, वन्य

Relating to or characteristic of wooded regions.

A shady sylvan glade.
silvan, sylvan

ଅର୍ଥ : ଯେ ବଣରେ ବାସକରେ

ଉଦାହରଣ : ଜଣେ ବନବାସୀ ଆଜି ଆମ ଗାଁରେ ଉପସ୍ଥିତ ହେଲେ

ସମକକ୍ଷ : ଅରଣ୍ୟବାସୀ, ବନବାସୀ

जो वन में वास करता हो (व्यक्ति)।

एक वनवासी महात्मा आज मेरे गाँव में पधारे हैं।
आरण्यक, आरण्यवासी, वनवासी, वनिन, वनौकस