ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଦଳିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଦଳିଆ   ବିଶେଷ୍ୟ

ଅର୍ଥ : କାହାର ଅଧୀନରେ ରହି ଅଥବା କାହାର ସ୍ଥାନରେ ତା ତରଫରୁ କାମକରିବା ଲୋକ

ଉଦାହରଣ : ରାମ ଛୁଟିରେ ଯିବା ପୂର୍ବରୁ ନିଜ ବଦଳିଆ ନିଯୁକ୍ତ କରିଦେଇଛି

ସମକକ୍ଷ : ପ୍ରତିନିଧି, ପ୍ରତିପୁରୁଷ

किसी के अधीन रहकर अथवा यों ही किसी के स्थान पर उसकी ओर से काम करनेवाला।

राम छुट्टी पर जाने से पहले अपना प्रतिपुरुष नियुक्त कर दिया है।
प्रतिपुरुष

A person or thing that takes or can take the place of another.

replacement, substitute

ଅର୍ଥ : ଯେଉଁ ରୀତିରେ କୃଷକ ଆବଶ୍ୟକତା ପଡ଼ିବାରୁ ଅନ୍ୟର ବିଲରେ କାମ କରେ ଏବଂ ତା ବଦଳରେ ସେ ମଧ୍ୟ କାମ କରାଇ ନେଇଥାଏ

ଉଦାହରଣ : ଗରିବ କୃଷକ ବଦଳିଆ କରି ମଜୁରି ବଞ୍ଚେଇଥାଏ

वह रीति जिसमें एक किसान आवश्यकता पड़ने पर दूसरे के खेत में काम करता है और उसके बदले में वह भी काम करा लेता है।

गरीब किसान रमैती करके मज़दूरी बचा लेते हैं।
रमैती

ଅର୍ଥ : ଯେଉଁ ଦିନ ଜଣେ କୃଷକ ଆବଶ୍ୟକ ପଡ଼ିବାରୁ ଅନ୍ୟ ବିଲରେ କାମ କରେ ଏବଂ ତା ବଦଳରେ ସେ ମଧ୍ୟ ନିଜ କାମ କରାଇନିଏ

ଉଦାହରଣ : କାଲି ବଦଳିଆ ଥିଲା ସେଥିପାଇଁ ଆପଣଙ୍କୁ ଭେଟି ପାରିଲିନାହିଁ

वह दिन जब एक किसान आवश्यकता पड़ने पर दूसरे के खेत में काम करता है और उसके बदले में वह भी काम करा लेता है।

कल रमैती थी इसलिए मैं आपसे नहीं मिल सका।
रमैती