ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତିପୁରୁଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତିପୁରୁଷ   ବିଶେଷ୍ୟ

ଅର୍ଥ : କାହାର ଅଧୀନରେ ରହି ଅଥବା କାହାର ସ୍ଥାନରେ ତା ତରଫରୁ କାମକରିବା ଲୋକ

ଉଦାହରଣ : ରାମ ଛୁଟିରେ ଯିବା ପୂର୍ବରୁ ନିଜ ବଦଳିଆ ନିଯୁକ୍ତ କରିଦେଇଛି

ସମକକ୍ଷ : ପ୍ରତିନିଧି, ବଦଳିଆ

किसी के अधीन रहकर अथवा यों ही किसी के स्थान पर उसकी ओर से काम करनेवाला।

राम छुट्टी पर जाने से पहले अपना प्रतिपुरुष नियुक्त कर दिया है।
प्रतिपुरुष

A person or thing that takes or can take the place of another.

replacement, substitute