ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତିନିଧି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତିନିଧି   ବିଶେଷ୍ୟ

ଅର୍ଥ : ଅନ୍ୟ କାହାଦ୍ୱାରା କୌଣସି କାମ କରିବାପାଇଁ ନିଯୁକ୍ତ ବ୍ୟକ୍ତି

ଉଦାହରଣ : ଏହି ସମ୍ମିଳନୀରେ ଅଧିକାଂଶ ସଂସ୍ଥାଗୁଡ଼ିକର ପ୍ରତିନିଧି ଭାଗନେଉଛନ୍ତି

किसी की ओर से कोई काम करने के लिए नियुक्त व्यक्ति।

इस सम्मेलन में अधिकांश संस्थाओं के प्रतिनिधि भाग ले रहे हैं।
नुमाइंदा, नुमाइन्दा, प्रतिनिधि, मुखतार, मुख़तार, मुख़्तार, मुख्तार

A person who represents others.

representative

ଅର୍ଥ : କାହାର ଅଧୀନରେ ରହି ଅଥବା କାହାର ସ୍ଥାନରେ ତା ତରଫରୁ କାମକରିବା ଲୋକ

ଉଦାହରଣ : ରାମ ଛୁଟିରେ ଯିବା ପୂର୍ବରୁ ନିଜ ବଦଳିଆ ନିଯୁକ୍ତ କରିଦେଇଛି

ସମକକ୍ଷ : ପ୍ରତିପୁରୁଷ, ବଦଳିଆ

किसी के अधीन रहकर अथवा यों ही किसी के स्थान पर उसकी ओर से काम करनेवाला।

राम छुट्टी पर जाने से पहले अपना प्रतिपुरुष नियुक्त कर दिया है।
प्रतिपुरुष

A person or thing that takes or can take the place of another.

replacement, substitute

ଅର୍ଥ : ଯାହାକୁ ଦେଖି ତାର ବର୍ଗ, ଜାତିଆଦିର ଅନ୍ୟ ସ୍ୱରୂପ, ରଙ୍ଗ-ଢଙ୍ଗ, ଆଚାର-ବିଚାରଆଦିର ଅନୁମାନ ବା କଳ୍ପନା କରାଯାଇପାରିବ

ଉଦାହରଣ : ସାପ ସରୀସୃପଗୁଡ଼ିକର ପ୍ରତିନିଧି

वह जिसे देखकर उसी वर्ग,जाति आदि के औरों के स्वरूप,रंग-ढंग,आचार-विचार आदि का अनुमान या कल्पना की जा सके।

साँप सरीसृपों का प्रतिनिधि है।
प्रतिनिधि