ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଦନାମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଦନାମ   ବିଶେଷ୍ୟ

ଅର୍ଥ : ମିଥ୍ୟା କହିବା ବା କଳଙ୍କ ବୋଳିବାର କାର୍ଯ୍ୟ

ଉଦାହରଣ : କୁତ୍ସାରଟନା ଠାରୁ ଦୂରେଇ ରୁହ

ସମକକ୍ଷ : କୁତ୍ସାରଟନା, ଦୋଷାରୋପ, ମିଥ୍ୟାରୋପ

झूठा आरोप या कलंक लगाने की क्रिया।

अवक्षेपण से बचें।
अवक्षेपण

An abusive attack on a person's character or good name.

aspersion, calumny, defamation, denigration, slander

ଅର୍ଥ : ଯାହାକୁ ଲୋକମାନେ ଖରାପ ବୋଲି କହନ୍ତି ବା ଯାହାକୁ କୁଖ୍ୟାତି ମିଳିଛି

ଉଦାହରଣ : ବଦନାମର ବସ୍ତିରେ ରହିଲେ ବଦନାମ ହେବାକୁ ହିଁ ପଡ଼ିବ

ସମକକ୍ଷ : ଅପବାଦ, ଦୁର୍ନାମ

वह जिसे लोग बुरा कहते हों या जिसे कुख्याति मिली हो।

बदनामों की बस्ती में रहोगे तो बदनामी तो होगी ही।
कुख्यात, बदनाम

ବଦନାମ   ବିଶେଷଣ

ଅର୍ଥ : ଯାହାଙ୍କୁ ଲୋକେ ଖରାପ କହନ୍ତି ବା ଯାହାକୁ କୁଖ୍ୟାତି ମିଳିଛି

ଉଦାହରଣ : ବୀରପ୍ପନ ଜଣେ କୁଖ୍ୟାତ ଅପରାଧୀ ସେ ନିଜ କାମ ଯୋଗୁଁ ସମାଜରେ ବଦନାମ ହୋଇଛି

ସମକକ୍ଷ : କୁଖ୍ୟାତ, ଦୁର୍ନାମ

जिसे लोग बुरा कहते हों या जिसे कुख्याति मिली हो।

वीरप्पन एक कुख्यात अपराधी है।
वह अपने कारनामों के कारण समाज में बदनाम है।
अंगुश्तनुमा, अजसी, अपकृत्, अयशस्वी, अयशी, कुख्यात, कुप्रसिद्ध, दुर्नाम, पापनाम, बदनाम