ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୋଷାରୋପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୋଷାରୋପ   ବିଶେଷ୍ୟ

ଅର୍ଥ : କାହା ଉପରେ ଅପରାଧର ଅଭିଯୋଗ, ଦୋଷ ବା ଆରୋପ ଲଗାଯିବାର କ୍ରିୟା

ଉଦାହରଣ : ସେମାନେ ନିଜର ଦୋଷାରୋପ ପ୍ରମାଣିତ କରିପାରିଲେ ନାହିଁ

किसी पर अपराध का अभियोग, दोष या आरोप लगाए जाने की क्रिया।

वे अपना अधिरोप प्रमाणित नहीं कर पाए।
अधिरोप, अधिरोपण

(law) a formal accusation against somebody (often in a court of law).

An allegation of malpractice.
allegation

ଅର୍ଥ : ମିଥ୍ୟା କହିବା ବା କଳଙ୍କ ବୋଳିବାର କାର୍ଯ୍ୟ

ଉଦାହରଣ : କୁତ୍ସାରଟନା ଠାରୁ ଦୂରେଇ ରୁହ

ସମକକ୍ଷ : କୁତ୍ସାରଟନା, ବଦନାମ, ମିଥ୍ୟାରୋପ

झूठा आरोप या कलंक लगाने की क्रिया।

अवक्षेपण से बचें।
अवक्षेपण

An abusive attack on a person's character or good name.

aspersion, calumny, defamation, denigration, slander

ଅର୍ଥ : କାହାରି ବ୍ୟବହାର, କାର୍ଯ୍ୟଆଦିରେ ଦୁଃଖୀ ହୋଇ ତାକୁ ବା ତାହାର କୌଣସି ସଂପର୍କୀୟକୁ ଉତ୍ପନ୍ନ ଦୁଃଖ ସମ୍ପର୍କରେ କହିବାର କ୍ରିୟା

ଉଦାହରଣ : ମୋର ଆପଣଙ୍କ ବିଷୟରେ କିଛି ଅଭିଯୋଗ ନାହିଁ ,ଏବେ ଆପଣ ଯାଇପାରନ୍ତି ତାଙ୍କର ମିଛ ଅଭିଯୋଗରେ ମତେ ଗାଳି ଶୁଣିବାକୁ ପଡ଼ିଲା

ସମକକ୍ଷ : ଅଭିଯୋଗ, ନାଲିସ୍‌

किसी के व्यवहार,कार्य आदि से दुखी होकर उससे या उसके किसी संबंधित से उत्पन्न दुख कहने की क्रिया।

उसकी झूठी शिकायत से मुझे डाँट खानी पड़ी।
उपालंभ, उपालम्भ, उलाहना, कंप्लेंट, कंप्लैंट, कम्प्लेन्ट, कम्प्लैन्ट, गिला, शिकवा, शिकायत

An expression of grievance or resentment.

complaint

ଅର୍ଥ : କାହାରି ଉପରେ କୌଣସି ଦୋଷ ଲଗାଇବା ପ୍ରକ୍ରିୟା ବା ଏପରି କହିବା‌ ପ୍ରକ୍ରିୟା ଯେ ଏହିବ୍ୟକ୍ତି ଏହି ଦୋଷ ବା ଅପରାଧ କରିଛି

ଉଦାହରଣ : କାହାରି ଉପରେ ମିଥ୍ୟା ଦୋଷାରୋପ କରନାହିଁ

किसी पर कोई दोष लगाने की क्रिया या यह कहने की क्रिया कि इसने अमुक दोष या अपराध किया है।

किसी पर झूठमूठ में दोषारोपण मत करो।
अभिकथन, अभिशंसन, अभिशंसा, अभिशाप, अभिषंग, अभिषङ्ग, इल्ज़ाम, इल्जाम, दोषारोप, दोषारोपण

An assertion that someone is guilty of a fault or offence.

The newspaper published charges that Jones was guilty of drunken driving.
accusation, charge