ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫୋଟକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫୋଟକା   ବିଶେଷ୍ୟ

ଅର୍ଥ : ଛୋଟ ଫୋଟକା

ଉଦାହରଣ : ତାର ସାରାଦେହରେ ଫୋଟକା ବାହାରି ପଡ଼ିଛି

छोटा फोड़ा।

उसके सारे शरीर पर फुंसियाँ निकल आयी हैं।
पिड़क, पिड़का, फुंसी, फुड़िया, फोड़ी

ଅର୍ଥ : ପୋଡ଼ିଗଲାପରେ ଚମଡ଼ାରେ ହେଉଥିବା ପାଣି-ଭରା ଫୁଲା

ଉଦାହରଣ : ପୋଡ଼ି ଯାଇଥିବାରୁ ମୋହନର ଶରୀରରେ ଫୋଟକା ହୋଇଗଲା

जलने आदि से चमड़े पर पड़ा हुआ जल-भरा उभार।

जलने के कारण मोहन के शरीर पर फफोले पड़ गये हैं।
आबला, छाला, जलस्फोट, झलका, दंदारू, पंछाला, पुटिका, फफोला, फलका, फुलका

(pathology) an elevation of the skin filled with serous fluid.

bleb, blister, bulla

ଅର୍ଥ : ଚମଡ଼ା ଜୋତା ଘଷି ହେବା ଫଳରେ ହେଉଥିବା ଘାଆ

ଉଦାହରଣ : ମୋ ଡାହାଣ ପାଦରେ ଫୋଟକା ହୋଇଛି

चमड़े के जूते की रगड़ से होने वाला घाव।

मेरे दाहिने पैर में चमरस हो गया है।
चमरस

ଅର୍ଥ : ବାରୁଦ, ଗନ୍ଧକ, ଏକ ପ୍ରକାର କ୍ଷାର ଆଦି ମିଶ୍ରଣରେ ତିଆରି ହେଉଥିବା ଚକ୍ର, ଅନାର, ଫୋଟକା ଯାହାକୁ ଜଳେଇଲା ପରେ ରଙ୍ଗବେରଙ୍ଗ ନିଆଁ ବାହାରେ ଓ ଶବ୍ଦ ମଧ୍ୟ ହୁଏ

ଉଦାହରଣ : ଆମେ ଦିପାବଳୀ ଦିନ ବାଣ ଫୁଟାଉ

ସମକକ୍ଷ : ଆତଶବାଜି, ବାଣ

बारूद, गंधक, शोरे आदि के योग से बने हुए चक्र, अनार, पटाखे आदि जिनके जलने पर रंग-बिरंगी चिनगारियाँ निकलती हैं या आवाज होती है।

हम दीपावली के दिन आतिशबाजी छोड़ते हैं।
आतशबाज़ी, आतशबाजी, आतिशबाज़ी, आतिशबाजी, पटाका, पटाखा, फटाका

Firework consisting of a small explosive charge and fuse in a heavy paper casing.

banger, cracker, firecracker

ଅର୍ଥ : ଶରୀର ଉପରେ ହୋଇଥିବା କୌଣସି ଛୋଟ ଗୋଲାକାର ଫୁଲା

ଉଦାହରଣ : ପିଲାଟି ମୁଁହରେ ବସନ୍ତ ଫୋଟକା ହୋଇଛି

शरीर पर होने वाला कोई छोटा गोल उभार।

नन्हे के मुख पर चेचक के दाने हैं।
दाना

ଫୋଟକା   ବିଶେଷଣ

ଅର୍ଥ : ଛାଲ ଉତ୍ପନ୍ନ କରୁଥିବା ବା ଯେଉଁକାରଣରୁ ଛାଲ ଉତ୍ପନ୍ନ ହୁଏ

ଉଦାହରଣ : ସେ ଫୋଟକାର ଯୌଗିକ ବିଶ୍ଳେଷଣ କରୁଥିଲା

छाले उत्पन्न करने वाला या जिसके कारण छाले उत्पन्न हों।

वह उत्स्फोटक यौगिक का विश्लेषण कर रहा है।
उत्स्फोटक

Causing blisters.

vesicant, vesicatory