ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆତଶବାଜି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆତଶବାଜି   ବିଶେଷ୍ୟ

ଅର୍ଥ : ବାରୁଦ, ଗନ୍ଧକ, ଏକ ପ୍ରକାର କ୍ଷାର ଆଦି ମିଶ୍ରଣରେ ତିଆରି ହେଉଥିବା ଚକ୍ର, ଅନାର, ଫୋଟକା ଯାହାକୁ ଜଳେଇଲା ପରେ ରଙ୍ଗବେରଙ୍ଗ ନିଆଁ ବାହାରେ ଓ ଶବ୍ଦ ମଧ୍ୟ ହୁଏ

ଉଦାହରଣ : ଆମେ ଦିପାବଳୀ ଦିନ ବାଣ ଫୁଟାଉ

ସମକକ୍ଷ : ଫୋଟକା, ବାଣ

बारूद, गंधक, शोरे आदि के योग से बने हुए चक्र, अनार, पटाखे आदि जिनके जलने पर रंग-बिरंगी चिनगारियाँ निकलती हैं या आवाज होती है।

हम दीपावली के दिन आतिशबाजी छोड़ते हैं।
आतशबाज़ी, आतशबाजी, आतिशबाज़ी, आतिशबाजी, पटाका, पटाखा, फटाका

Firework consisting of a small explosive charge and fuse in a heavy paper casing.

banger, cracker, firecracker