ଦୁଇଟି ଛୋଟ କାଗଜ ମଝିରେ ବାରୁଦ ରଖି ତିଆରି କରାଯାଇଥିବା ଟିକିଲି ଆକାରର ଏକ ପଟକା ଯାହାକୁ ଆଘାତ କରି ଫୁଟା ଯାଏ
ସେ ଟିକିଲି ପଟକା ଫୁଟାଇଲା
ଟିକିଲି ପଟକା
ଯେଉଁ ବାଣ ଫୁଟିଲେ ବହୁତ ଜୋରରେ ଶବ୍ଦ ହୁଏ
ଦୀପାବଳୀରେ ଅନେକ ବାଣ ଫୁଟାଗଲା
ବାଣ
ବାରୁଦ, ଗନ୍ଧକ, ଏକ ପ୍ରକାର କ୍ଷାର ଆଦି ମିଶ୍ରଣରେ ତିଆରି ହେଉଥିବା ଚକ୍ର, ଅନାର, ଫୋଟକା ଯାହାକୁ ଜଳେଇଲା ପରେ ରଙ୍ଗବେରଙ୍ଗ ନିଆଁ ବାହାରେ ଓ ଶବ୍ଦ ମଧ୍ୟ ହୁଏ
ଆମେ ଦିପାବଳୀ ଦିନ ବାଣ ଫୁଟାଉ
ଆତଶବାଜି,
ଫୋଟକା,
ବାଣ